ଓଡିଶା

odisha

ETV Bharat / videos

ବଡଦାଣ୍ଡରେ ରଥଯାତ୍ରା ସ୍ଥିତି ପରଖୁଛନ୍ତି ଆଇନମନ୍ତ୍ରୀ ପ୍ରତାପ ଜେନା

By

Published : Jun 23, 2020, 12:35 PM IST

ପୁରୀ: ରଥଯାତ୍ରା କିଭଳି ଚାଲିଛି ଏହାର ଅନୁଧ୍ୟାନ କରିଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା । ବଡଦାଣ୍ଡରେ ଉପସ୍ଥିତ ରହି ନିଜେ ସବୁର ତଦାରଖ କରୁଛନ୍ତି । ତେବେ ଶୁଣନ୍ତୁ ଏନେଇ କଣ କହୁଛନ୍ତି ମନ୍ତ୍ରୀ । ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details