ଓଡିଶା

odisha

ETV Bharat / videos

ଲୋକମାନ୍ୟ ତିଲକ ଏକ୍ସପ୍ରେସ ଦୁର୍ଘଟଣା, ଜାଣନ୍ତୁ କଣ କହୁଛନ୍ତି ଯାତ୍ରୀ

By

Published : Jan 16, 2020, 11:18 AM IST

କଟକ: ଟାଙ୍ଗୀ ନିର୍ଗୁଣ୍ଡି ଷ୍ଟେସନ ନିକଟରେ ମୁମ୍ବାଇ-ଭୁବନେଶ୍ବର ଲୋକମାନ୍ୟ ତିଲକ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ । ମାଲବାହୀ ଗାଡି ସହ ଧକ୍କା ହେବା ଫଳରେ ଟ୍ରେନର 8ଟି ବଗି ଲାଇନଚ୍ୟୁତ । କୁହୁଡି ଯୋଗୁଁ ସିଗନାଲ ଫେଲ ହୋଇ ଦୁର୍ଘଟଣା ହୋଇଥିବା ସୂଚନା । ଏନେଇ ନିର୍ଗୁଣ୍ଡି ଷ୍ଟେସନରୁ ଅଧିକ ସୂଚନା ଦେଉଛନ୍ତି ଆମ ସମ୍ବାଦଦାତା ନାରାୟଣ ସାହୁ ।

ABOUT THE AUTHOR

...view details