ଓଡିଶା

odisha

ETV Bharat / videos

କଟକରେ ‘ବନ୍ଦେ ଉତ୍କଳ ଜନନୀ’ ଗାନ କଲେ ଜିଲ୍ଲାପାଳ

By

Published : May 31, 2020, 12:08 AM IST

କଟକ: ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ କ୍ରମେ ଶନିବାର ସନ୍ଧ୍ୟା 5.30ରେ ସାରା ଓଡିଶା ଓ ଓଡିଶା ବାହାରେ ଥିବା ସମସ୍ତ ଓଡିଆ କୋରୋନା ଯୋଦ୍ଧାଙ୍କୁ ସମ୍ମାନର୍ଥେ ଗାଇଛନ୍ତି ‘ବନ୍ଦେ ଉତ୍କଳ ଜନନୀ’ । ତେବେ ଏହି ଧାରାରେ ସାମିଲ ହୋଇଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ । ଓଡିଶା ଷ୍ଟେଟ ମ୍ୟୁଜିୟମ ଆଗରେ ଜିଲ୍ଲାପାଳ ଅନ୍ୟ କିଛି କର୍ମୀ ସାମାଜିକ ଦୂରତା ବାଜୟ ରଖିବା ସହିତ ମାସ୍କ ପିନ୍ଧି ‘ବନ୍ଦେ ଉତ୍କଳ ଜନନୀ’ ଗାଉଥିବା ନଜର ଆସିଥିଲେ ।

ABOUT THE AUTHOR

...view details