ଓଡିଶା

odisha

Panchayat Poll: କୁଶପଡା ପଞ୍ଚାୟତ ଉନ୍ନତି ଲକ୍ଷ୍ୟରେ ପ୍ରାର୍ଥୀ

By

Published : Feb 13, 2022, 5:16 PM IST

Published : Feb 13, 2022, 5:16 PM IST

Updated : Feb 3, 2023, 8:11 PM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକର କୁଶପଡା ପଞ୍ଚାୟତରେ ନିର୍ବାଚନ ତାତୀ ବଢିବାରେ ଲାଗିଛି । ଚଳିତ ଥର ଏଠାରେ ସରପଞ୍ଚ ପଦବୀ ପାଇଁ ପ୍ରାର୍ଥୀ ହୋଇଛନ୍ତି ଜଣେ ଉଚ୍ଚ ଶିକ୍ଷିତା ମହିଳା ବନିତା ସେଠୀ । ସେହିପରି ପୂର୍ବତନ ସରପଞ୍ଚ ରିନା ଦୋରା ସମିତିସଭ୍ୟା ପ୍ରାର୍ଥୀ ଭାବରେ ପଞ୍ଚାୟତରେ ପ୍ରଚାର ଜାରି ରଖିଛନ୍ତି । କୁଶପଡା ପଞ୍ଚାୟତରେ ଉନ୍ନତି ସହ ଯେପରି କେହି ଭୋକରେ ରହିବେ ନାହିଁ ତାହାକୁ ଗୁରୁତ୍ବ ଦେବେ ବୋଲି କହିଛନ୍ତି ପ୍ରାର୍ଥୀ ।
Last Updated : Feb 3, 2023, 8:11 PM IST

ABOUT THE AUTHOR

...view details