ଓଡିଶା

odisha

ETV Bharat / videos

ମାର୍କେଟ ଅପଡେଟ: 511 ପଏଣ୍ଟ ଚଢିଲା ସେନସେକ୍ସ, 55 ହଜାର ଟଙ୍କା ରୂପା

By

Published : Jul 21, 2020, 7:28 PM IST

ମୁମ୍ବାଇ: କୋଭିଡ-19 ଟୀକା ଆସିବା ଆଶା ଓ ବୈଶ୍ବିକ ବଜାରରେ ମଜବୁତ ସଙ୍କେତ ମଧ୍ୟରେ ଘରୋଇ ସେୟାର ବଜାରରେ ମାଲାମାଲ ନିବେଶକ । ବିଏସଇ ସେନସେକ୍ସ 511 ପଏଣ୍ଟ ବୃଦ୍ଧି ପାଇ 37,930 ପଏଣ୍ଟରେ କାରବାର ବନ୍ଦ କରିଥିବା ବେଳେ ନିଫ୍ଟି 140 ପଏଣ୍ଟ ବଢି 11,162 ଛୁଇଁଛି । ସେପେଟ ପେଟ୍ରୋଲ ଓ ଡିଜେଲ ଦାମ ସ୍ଥିର ରହିଛି , କିନ୍ତୁ ଅଶୋଧିତ ତୈଳ ଦାମ ଲଗାତାର ଦ୍ବିତୀୟ ଦିନ ଧରି ବଢିଛି । ଅନ୍ତରାଷ୍ଟ୍ରୀୟ ବଜାରରେ ରୂପାକୁ ମିଳିଥିବା ସପୋର୍ଟ ଯୋଗୁଁ କିଲୋ ପିଛା 55 ହଜାର ଟପିଛି । ଏଥିସହ ଡଲାର ତୁଳନାରେ ଟଙ୍କାର ବିନିମୟ ମୁଲ୍ୟ ମଧ୍ୟ ସୁଦୃଢ ହୋଇଛି ।

ABOUT THE AUTHOR

...view details