ଓଡିଶା

odisha

ETV Bharat / videos

5 ମାସର ସର୍ବୋଚ୍ଚ ସ୍ତରରେ ବନ୍ଦ ବଜାର, ପେଟ୍ରୋଲ ଦାମ ବୃଦ୍ଧି ଜାରି - ପେଟ୍ରୋମ ଦାମ ବୃଦ୍ଧି ଜାରି

By

Published : Aug 18, 2020, 6:45 PM IST

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ, ଏଚଡିଏଫସି ବ୍ୟାଙ୍କ ଓ ଆଇସିଆଇସିଆଇ ବ୍ୟାଙ୍କ ଭଳି ବଜାରର ଦିଗ୍ଗଜୟ ସେୟାରରେ ବୃଦ୍ଧି ଯୋଗୁଁ ମଙ୍ଗଳବାର ସେନସେକ୍ସ 478 ପଏଣ୍ଟ ଉଛୁଳିଛି । ଫଳରେ 5 ମାସର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି ସେୟାର ସୂଚକାଙ୍କ । ସେପଟେ ଆଜିକୁ 3 ଦିନ ଧରି ପେଟ୍ରୋଲ ଦାମ ବୃଦ୍ଧି ଜାରି ରହିଛି । ତେବେ ଡିଜେଲ ଦାମ ସ୍ଥିର ରହିଛି ।

ABOUT THE AUTHOR

...view details