କୋରବାରେ ପହଁଞ୍ଚିଲା ଦେଶର ଦୀର୍ଘତମ ମାଲବାହୀ ଟ୍ରେନ 'ଭାସୁକି'
ରାୟପୁର: ଭାରତୀୟ ରେଳ ଇତିହାସରେ ପ୍ରଥମ । କୋରବାରେ ପହଁଞ୍ଚିଲା ଦେଶର ଦୀର୍ଘତମ ମାଲବାହୀ ଟ୍ରେନ 'ଭାସୁକି' । ଆଜି ରାୟପୁର ଡିଭିଜନର ଭିଲାଇ ଡି କ୍ୟାବିନରୁ ବିଳାସପୁର ଡିଭିଜନର କୋରବା ପର୍ଯ୍ୟନ୍ତ 5 ଟି ମାଲବାହୀ ଟ୍ରେନକୁ ଏକାସାଥେ ଚଳାଚଳ କରିଥିଲା। ଏହି ମାଲବାହୀ ଟ୍ରେନର ମୋଟ ଲମ୍ବ ପ୍ରାୟ ସାଢେ ତିନି କିଲୋମିଟର। ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
Last Updated : Jan 23, 2021, 8:00 PM IST