ଓଡିଶା

odisha

By

Published : Oct 23, 2020, 10:05 AM IST

ETV Bharat / videos

ଭାରତୀୟ ନୌସେନାର ଆଣ୍ଟିସିପ୍ ମିସାଇଲ ପରୀକ୍ଷଣ

ନୂଆଦିଲ୍ଲୀ:ଭାରତୀୟ ନୌସେନା ଦ୍ବାରା ଆଣ୍ଟିସିପ୍ ମିସାଇଲ ପରୀକ୍ଷଣ। ଉତକ୍ଷେପଣ ହୋଇଥିବା ଏହି ମିସାଇଲ ସର୍ବାଧିକ ରେଞ୍ଜରେ ବୁଡା ଜାହଜକୁ ଲକ୍ଷ୍ୟ ଭେଦ କରିବାର କ୍ଷମତା ରହିଥିବା ଭାରତୀୟ ନୈସେନା ପକ୍ଷରୁ ସୂଚନା ମିଳିଛି। ତେବେ କିପରି ନୌସେନା ନିଜର ପରାକାଷ୍ଠା ଦେଖାଉଛି ଦେଖନ୍ତୁ ଏହି ଭିଡିଓ।

ABOUT THE AUTHOR

...view details