ଓଡିଶା

odisha

ETV Bharat / videos

ଦେଖନ୍ତୁ, ଶ୍ରୀମନ୍ଦିର ଦ୍ୱାର ଫିଟା ଓ ମଙ୍ଗଳ ଆଳତି ଦୃଶ୍ୟ

By

Published : Nov 29, 2020, 8:00 AM IST

ପୁରୀ: ସମଗ୍ର ବିଶ୍ବର ମଙ୍ଗଳ କାମନା କରି ଜଗତର ନାଥ ଜଗନ୍ନାଥଙ୍କ ନିକଟରେ କରାଯାଏ ମଙ୍ଗଳ ଆଳତୀ । ସବୁଦିନ ପରି ଆଜି ମଧ୍ୟ ସେବାୟତ ମାନଙ୍କ ଦ୍ବାରା ବଡି ଭୋରରୁ ଶ୍ରୀମନ୍ଦିର ଦ୍ବାର ଫିଟା ଯାଇଛି । ଏହାସହ ଧୂପ, ଘଣ୍ଟି ଓ ମନ୍ତ୍ରୋଚାରଣ ସହ ସମ୍ପନ୍ନ ହୋଇଛି ପ୍ରଭୁ ପତିତପାବନଙ୍କ ମଙ୍ଗଳ ଆଳତୀ ନୀତି ।

ABOUT THE AUTHOR

...view details