ଓଡିଶା

odisha

ETV Bharat / videos

ସୁରଙ୍କ ପାଟିରେ ନାହିଁ ବାଡବତା: ସର୍ବସଧାରାଣରେ BDOଙ୍କୁ ଗାଳି, ଭିଡିଓ ଭାଇରଲ

By

Published : Dec 24, 2021, 8:44 PM IST

ଖୋର୍ଦ୍ଧା : ନିଜର ବିବାଦୀୟ ବୟାନ ପାଇଁ ଚର୍ଚ୍ଚାରେ ରହୁଥିବା ବିଧାୟକ ସୁର ରାଉତରାୟଙ୍କ ପାଟିରେ ଲାଗୁନି ଲଗାମ । ଜଟଣୀ ବିଡ଼ିଓଙ୍କୁ ଅଭାଷାରେ ଗାଳିଗୁଲଜ କରୁଛନ୍ତି । ଯାହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଜଣେ ସରକାରୀ କର୍ମଚାରୀଙ୍କ ପ୍ରତି ସୁରଙ୍କ ଏଭଳି ଅଭାଷାରେ ଗାଳି ଗୁଲଜ ତାହା କେତେଦୂର ଠିକ ତାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠୁଛି । ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details