ଓଡିଶା

odisha

By

Published : Dec 3, 2021, 5:22 PM IST

ETV Bharat / videos

Mamita Murder Case: ପ୍ରତିକ୍ରିୟା ରଖିଲେ ନରସିଂହ

ଭୁବନେଶ୍ବର : ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗ । ଖୁବଶୀଘ୍ର ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ କରିବେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ହାଇକୋର୍ଟଙ୍କ ତତ୍ୱବାଧାନରେ ଏସଆଇଟି ଗଠନ ଦାବି ନେଇ ଜନସ୍ୱାର୍ଥ ମାମଲା ରୁଜୁ କରିବେ ନରସିଂହ । ଯଦି ସରକାର କିଛି ପଦକ୍ଷେପ ନ ନିଅନ୍ତି । ତାହେଲେ ବିଧାନସଭା ଭିତରେ ଓ ବାହାରେ ଆନ୍ଦୋଳନ ଜାରି ରହିବ। ବାଚସ୍ପତି ତୁରନ୍ତ ସବୁ ଦଳକୁ ଡାକି ବୈଠକ ବସାନ୍ତୁ । ଗୃହକୁ ସ୍ୱାଭାବିକ କରିବାକୁ ଉଦ୍ୟମ କରନ୍ତୁ । ମୁଖ୍ୟମନ୍ତ୍ରୀ ତୁରନ୍ତ ଏ ପ୍ରସଙ୍ଗରେ ବିରୋଧୀ ଦଳକୁ ଡାକି ଆଲୋଚନା କରନ୍ତୁ ବୋଲି ନରସିଂହ କହିଛନ୍ତି । ଭୁବନେଶ୍ବରରୁ ସଞ୍ଜୀବ ରାୟ,ଇଟିଭି ଭାରତ

ABOUT THE AUTHOR

...view details