ଓଡିଶା

odisha

ଭୟଭୀତ ହୁଅନ୍ତୁ ନାହିଁ, ଆଗାମୀ କିଛି ଦିନ ଗୁରୁତ୍ବପୂର୍ଣ୍ଣ: ମୁଖ୍ୟ ଶାସନ ସଚିବ

By

Published : Jan 19, 2022, 6:47 PM IST

ଭୁବନେଶ୍ବର : କୋଭିଡ ସ୍ଥିତି ନେଇ ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ବଢୁଥିବା କୋଭିଡ ମାମଲାକୁ ନେଇ ରାଜ୍ୟବାସୀଙ୍କୁ ବିଶେଷ ସତର୍କ ରହିବା ନେଇ କହିଛନ୍ତି ମୁଖ୍ୟ ଶାସନ ସଚିବ । ଏହାସହ ରାଜ୍ୟ ସରକାର ଜାରି କରିଥିବା ଗାଇଡ ଲାଇନ ମାନିବାକୁ ମଧ୍ୟ କହିଛନ୍ତି । ବ୍ୟୁରୋ ରିପୋର୍ଟ ,ଇଟିଭି ଭାରତ

ABOUT THE AUTHOR

...view details