ଓଡିଶା

odisha

ETV Bharat / videos

ହିମାଳୟରେ ହିମବୀରଙ୍କ କବାଡି ଖେଳ, ଭିଡିଓ ଭାଇରାଲ

By

Published : Mar 13, 2022, 11:23 AM IST

Updated : Feb 3, 2023, 8:19 PM IST

ଶିମଲା: ସୁଉଚ୍ଚ ହିମାଳୟ ଉପରେ କବାଡି ଖେଳିଲେ ବୀର ଯବାନ । ଖାଲି ସମୟରେ ଇଣ୍ଡୋ-ତିବ୍ଦତୀୟ ସୀମା ପୋଲିସ(ITBP) ହିମାଚଳ ପ୍ରଦେଶର ହିମାଳୟ ଉପରେ କବାଡି ଖେଳିଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଭିଡିଓଟିରେ ଦେଖାଯାଇଛି, ପାର୍ବତ୍ୟାଞ୍ଚଳରେ ଦେଶକୁ ସୁରକ୍ଷା ଦେଇଥିବା ବୀର ଯବାନ ଏକ ଭାରି ପଶମ ପୋଷାକ ପିନ୍ଧିଛନ୍ତି ଏବଂ ଫୁଲ୍ ଜୋସ୍‌ର ସହ କବାଡି ଖେଳୁଛନ୍ତି । @ANI
Last Updated : Feb 3, 2023, 8:19 PM IST

ABOUT THE AUTHOR

...view details