ଓଡିଶା

odisha

ବର୍ଷାରେ ଭାସୁଛି ରାଜଧାନୀ ଦିଲ୍ଲୀ, ଦେଖନ୍ତୁ କୃତ୍ରିମ ବନ୍ୟାର ଦୃଶ୍ୟ

By

Published : Jul 19, 2020, 1:24 PM IST

ନୂଆଦିଲ୍ଲୀ: ରାଜଧାନୀରେ ମୁଷଳଧାରା ବର୍ଷା । ଫଳରେ ଦିଲ୍ଲୀରେ ଏକ ପ୍ରକାର କୃତିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଯାହା ଫଳରେ କେତେକ ଅଞ୍ଚଳରେ ଜଳବନ୍ଦୀରେ ରହିଛନ୍ତି ଲୋକେ । ଅନ୍ୟପଟେ ମିଣ୍ଟୋ ରୋଡରେ ଏକ ଡିଟିସି ବସ ବର୍ଷା ପାଣି ମଧ୍ୟରେ ଫସି ରହିଥିଲା । ଯାତ୍ରୀମାନଙ୍କୁ ଅଗ୍ନିଶମ ବିଭାଗ ଉଦ୍ଧାର କରିଛି । ସେହିପରି ଜଖିର ଅଣ୍ଡରପାସ ନିକଟରେ ମଧ୍ୟ ଏକ ବସ ବର୍ଷା ପାଣିରେ ଫସି ଯାଇଥିଲା । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details