ଓଡିଶା

odisha

ETV Bharat / videos

ଅଚିନ୍ତାରେ ରେଳ ଫାଟକ ଡେଉଁଛି ହାତୀ, ଦେଖନ୍ତୁ ମଜାଦାର ଭିଡିଓ

By

Published : Nov 17, 2021, 7:18 PM IST

ବେଙ୍ଗାଲୁରୁ: ରେଳ ଫାଟକ ପାର କଲା ହାତୀ । ବାନ୍ଦିପୋରା ଜାତୀୟ ପାର୍କର ଓମକାର ଜୋନ ଅଞ୍ଚଳରେ ଏକ ହାତୀ ରେଳ ଫାଟକ ପାର କରୁଥିବାର ଦୃଶ୍ୟ ବେଶ ଭାଇରାଲ ହେବାରେ ଲାଗିଛି । ହାତୀ ଜନବସତି ମୁହାଁ ନ ହେବାକୁ ରେଳ ଏକ ଫାଟକ ଲଗାଯାଇଛି । ପୂର୍ବରୁ ରେଳ ଧାରଣାରେ ହାତୀ ଚଳପ୍ରଚଳ କରୁଥିବାରୁ ଏକାଧିକ ହାତୀମାନଙ୍କର ମୃତ୍ୟୁ ହୋଇଛି । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details