ଓଡିଶା

odisha

ETV Bharat / videos

ବାୟୋଫିର ସାନିଟାଇଜେସନ ବକ୍ସ, ସାମଗ୍ରୀକୁ ରଖିବ ଭୂତାଣୁ ମୁକ୍ତ

By

Published : Jul 17, 2020, 6:50 AM IST

ବେଙ୍ଗାଲୁରୁ: ଦୈନନ୍ଦିନ ବ୍ୟବହାର ସାମଗ୍ରୀରେ କୋଭିଡ ସଂକ୍ରମଣ ରୋକିବା ପାଇଁ ବେଙ୍ଗାଲୁରୁର ଏକ କମ୍ପାନୀ ବାୟୋଫି ସାନିଟାଇଜେସନ ବକ୍ସ ନିର୍ମାଣ କରିଛି । ବାୟୋଫିର ଏମଡି ରବି କୁମାର କହିଛନ୍ତି ଯେ, ପନିପରିବା, ଫଳ, ଖାଦ୍ୟ ସାମଗ୍ରୀ ଠାରୁ ମୋବାଇଲ୍ ପର୍ଯ୍ୟନ୍ତ | ବିଭିନ୍ନ ଭୂତାଣୁ ଠାରୁ 99.99 ପ୍ରତିଶତ ସୁରକ୍ଷା ପ୍ରଦାନ କରିଥାଏ । ବାକ୍ସଟି 3ଟି ଭିନ୍ନ ଆକାରରେ ଉପଲବ୍ଧ ଯାହାକି ଘର, ସ୍ପା-ସେଲୁନ୍ ଠାରୁ ଡାକ୍ତରଖାନା ପର୍ଯ୍ୟନ୍ତ ବ୍ୟବହାର କରାଯାଇପାରିବ । ବର୍ତ୍ତମାନ କମ୍ପାନୀ ସାନିଟାଇଜେସନ୍ ବକ୍ସର ମୂଲ୍ୟ 13,000 ଟଙ୍କା ରହିଛି । ଏହି ଅଭିନବ ଉତ୍ପାଦକୁ କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଡଃ ସିଏନ ଅଶ୍ବତ ନାରାୟଣ ଅନୁମୋଦନ କରିଛନ୍ତି । ଦେଖନ୍ତୁ ଭିଡିଓ...

ABOUT THE AUTHOR

...view details