ଓଡିଶା

odisha

By

Published : Jul 23, 2021, 4:30 PM IST

ETV Bharat / videos

ଟ୍ରେନ ଭିତରେ ଯାତ୍ରୀ, ଉପରୁ ଝରୁଛି ଦୁଧସାଗର; ଦେଖନ୍ତୁ ଭୟଙ୍କର ଦୃଶ୍ୟ...

ବେଙ୍ଗାଲୁରୁ: ଲଗାଣ ବର୍ଷା ଯୋଗୁଁ ପଶ୍ଚିମଘାଟର ଦୁଧସାଗର ଜଳପ୍ରପାତ ଗତ କିଛିଦିନରୁ ଉଗ୍ରରୂପ ଧାରଣ କରି ପ୍ରବାହିତ ହେଉଛି । ଏହା ଉପର ଦେଇଯାଇଥିବା ରେଳଟ୍ରାକ ସମ୍ପୂର୍ଣ୍ଣ କାଦୁଅରେ ଭର୍ତ୍ତି ହୋଇଯାଇଥିଲା । ଫଳସ୍ବରୂପ ଲାଇନଚ୍ୟୁତ ହୋଇଯାଇଛି ମାଙ୍ଗାଲୋର-ଛତ୍ରପତି ଶିବାଜୀ ଟର୍ମିଲାଲ ଏକ୍ସପ୍ରେସ । ଘଟଣା ସମୟର ଭୟଙ୍କର ଦୃଶ୍ୟକୁ କ୍ୟାମେରାରେ କଏଦ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଭିଡିଓରେ ଜଳପ୍ରପାତ ଟ୍ରେନ ଉପର ଦେଇପ୍ରଭାହିତ ହେଉଥିବା ଦେଖିବାକୁ ମିଳିଛି । କୌଣସି ଯାତ୍ରୀଙ୍କ କ୍ଷୟକ୍ଷତି ହୋଇନଥିବା ଜଣାଡିଛି । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details