ଓଡିଶା

odisha

By

Published : Nov 9, 2019, 4:49 PM IST

ETV Bharat / videos

ଅଯୋଧ୍ୟା ରାୟ ଉପରେ ବରିଷ୍ଠ ଓକିଲ ଉଜ୍ଜ୍ବଳ ନିକମଙ୍କ ପ୍ରତିକ୍ରିୟା...

ଅଯୋଧ୍ୟା ରାୟକୁ ନେଇ ବରିଷ୍ଠ ଓକିଲ ଉଜ୍ଜ୍ବଳ ନିକମଙ୍କ ବଡ ବୟାନ । ରାୟକୁ ଗୁରୁତ୍ବପୂର୍ଣ୍ଣ ରାୟ କହିଲେ ନିକମ୍‌ । ଏହାସହ ଏହି ରାୟରେ ସୁପ୍ରିମକୋର୍ଟ ସବୁ ପକ୍ଷଙ୍କୁ ଉଚିତ୍‌ ବିଚାର ଦେଇଛନ୍ତି ବୋଲି ସେ କହିଛନ୍ତି ।

ABOUT THE AUTHOR

...view details