ଓଡିଶା

odisha

By

Published : Dec 13, 2021, 7:17 PM IST

Updated : Dec 13, 2021, 7:36 PM IST

ETV Bharat / videos

ପାରମ୍ପରିକ ଡମ୍ବରୁ ବାଦ୍ୟରେ ମୋଦିଙ୍କୁ ସ୍ବାଗତ

ବାରଣାସୀ: କାଶୀ ବିଶ୍ବନାଥ ମନ୍ଦିରରେ ପ୍ରଧାନମନ୍ତ୍ରୀ ମୋଦି ପ୍ରବେଶ କରିବା ବେଳେ ପାରମ୍ପରିକ ଡମ୍ବରୁ ବାଦ୍ୟରେ ମନ୍ଦିର ପ୍ରଶାସନ ପକ୍ଷରୁ କରାଯାଇଥିଲା ସ୍ବାଗତ । ଯାହା ଦେଖି ମୋଦି ମଧ୍ୟ ଭାବୁକ ହୋଇପଡିଥିଲେ । ଦେଖନ୍ତୁ ସେହି ସମୟର ଦୃଶ୍ୟ ।
Last Updated : Dec 13, 2021, 7:36 PM IST

ABOUT THE AUTHOR

...view details