ଓଡିଶା

odisha

ETV Bharat / videos

ମାନବିକତାର ମୃତ୍ୟୁ: ମୃତଦେହ ନେଇ ଯାଉଥିବା ଆମ୍ବୁଲାନ୍ସକୁ ପଥରମାଡ - People Pelted Stone on the Ambulance

By

Published : Jul 15, 2020, 8:45 PM IST

କୋଲାର (କର୍ଣ୍ଣାଟକ): ଅନ୍ତିମ ସଂସ୍କାର ପାଇଁ କୋଭିଡ ସଂକ୍ରମିତ ମୃତ ଶରୀରକୁ ନେବା ବେଳେ ସହରର କିଛି ଲୋକଙ୍କୁ ଗତକାଲି ଆମ୍ବୁଲାନ୍ସ ଉପରକୁ ପଥର ଫିଙ୍ଗିଛନ୍ତି । ଏହି ଘଟଣା କର୍ଣ୍ଣାଟକର କୋଲାର ଜିଲ୍ଲାର ବାଙ୍ଗାରାପେଟରେ ଘଟିଛି । ଅସୁସ୍ଥତା ହେତୁ ଜଣେ 45 ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ପରେ ମୃତ ବ୍ୟକ୍ତିଙ୍କ ରିପୋର୍ଟ କୋରୋନା ପଜିଟିଭ୍ ଆସିଥିଲା । ତେବେ ଆମ୍ବୁଲାନ୍ସରେ ଡାକ୍ତରଖାନାରୁ ମୃତଦେହକୁ ନେଇ ଯାଉଥିବାବେଳେ ବାଙ୍ଗରପେଟର ଲୋକ ଆମ୍ବୁଲାନ୍ସ ଉପରକୁ ପଥର ଫିଙ୍ଗିଛନ୍ତି । ଦେଖନ୍ତୁ ଭିଡିଓ....

ABOUT THE AUTHOR

...view details