ଦେଖନ୍ତୁ କେରଳର ଅନନ୍ତପଦ୍ମନାଭ ସ୍ବାମୀ ମନ୍ଦିର - thiruantapuram
ଥିରୁଅନନ୍ତପୁରମ: ଆପଣ ଦେଖୁଥିବା ଏହି ମନ୍ଦିର ପରିସରରେ ଥିବା ଝିଲ୍ରେ ଏକ କୁମ୍ଭୀର ରହିଛି । କିନ୍ତୁ ସବୁଠୁ ବଡ କଥା ହେଉଛି ଏହି କୁମ୍ଭୀରଟି ସମ୍ପୂର୍ଣ୍ଣ ଶାକାହାରୀ । ମନ୍ଦିରର ପୂଜାରୀ ପ୍ରତ୍ୟେକ ଦିନ ସେହି ସ୍ନାନ କରନ୍ତି ହେଲେ କୁମ୍ଭୀର ତାଙ୍କର କିଛି ବି କ୍ଷତି କରେନାହିଁ ।