ଓଡିଶା

odisha

ETV Bharat / videos

ଦଶବର୍ଷରୁ ହାତଟଣା ଗାଡିରେ 3 କିଲୋମିଟର ମା' କୁ ବୋହୁଛି ପୁଅ, ଦେଖନ୍ତୁ ଭିଡିଓ - village lacks road connectivity

By

Published : Sep 5, 2020, 3:57 PM IST

ବେଙ୍ଗାଲୁରୁ: ହାତଟଣା ଗାଡିରେ ମା' ଙ୍କୁ ଡାକ୍ତରଖାନା ନେଲା ପୁଅ । ପ୍ରାୟ 3 କିଲୋମିଟର ହାତ ଟଣା ଗାଡିରେ ନେବା ପରେ ଡାକ୍ତରଖାନାରେ ପହଞ୍ଚିଥିଲେ ଦୁହେଁ । ଏହି ଘଟଣା ହେଉଛି କର୍ଣ୍ଣାଟକର କୁଶତାଗୀ ତାଲୁକର ଜୁଙ୍ଗାଲାକୋପାର । ଦୀର୍ଘ ବର୍ଷେ ହେବ ପୁଅ ହନୁମପ୍ପା ଦଶାର ମା' ହନୁମାଭାକୁ ହାତଟଣା ଗାଡିରେ ଟାଣି ହସ୍ପିଟାଲ ନିଅନ୍ତି । ଗାଁକୁ ରାସ୍ତାର ଅଭାବ ଥିବା କାରଣରୁ ପ୍ରତିଥର ପ୍ରାଥମିକ ଚିକିତ୍ସା ପାଇଁ ତାଙ୍କୁ ଏମିତି ଭାବେ ହସ୍ପିଟାଲ ନେଇଯ।ଆନ୍ତି । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details