ଓଡିଶା

odisha

ଭାରତୀୟ ବାୟୁସେନା ଦିବସ; ପରାକ୍ରମ ଦେଖାଇଲା ବାୟୁସେନା

By

Published : Oct 8, 2020, 11:59 AM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଗାଜିଆବାଦର ହିଣ୍ଡନ ଏୟାରବେସ୍‌ରେ 88 ତମ ଭାରତୀୟ ବାୟୁସେନା ଦିବସ ଉତ୍ସବ ଅନୁଷ୍ଠିତ ହୋଇଛି । ଏହି ଅବସରରେ ଭାରତୀୟ ବାୟୁସେନା ତାର ପରାକ୍ରମ ଦେଖାଇଛି । ଆକାଶ ମାର୍ଗରେ ବିଭିନ୍ନ ରଣକୌଶଳ ଦେଖାଇ ମନ ମୋହିଛି ବାୟୁସେନା । ଦେଖନ୍ତୁ ଭିଡିଓ...

ABOUT THE AUTHOR

...view details