ଓଡିଶା

odisha

By

Published : Jan 13, 2020, 2:51 PM IST

ETV Bharat / videos

ପ୍ରବଳ ତୁଷାରପାତ ବି ରୋକିପାରେନି ଭକ୍ତର ଭକ୍ତି, ଦେଖନ୍ତୁ ଭିଡିଓ

ସିମଲା: ହିମାଚଳ ପ୍ରଦେଶରେ ଜାରି ରହିଛି ତୁଷାରପାତ । ରାଜ୍ୟର ପ୍ରସିଦ୍ଧ ରୋହଡୁ ସ୍ଥିତ ରାନୋଲ ଗାଁରେ ନିର୍ମିତ ଖୁଣ୍ଟ ମହାରାଜ ମନ୍ଦିରରେ ଶାନ୍ଦ ନମକ ଏକ ଯଜ୍ଞ ଆୟୋଜନ କରାଯାଇଥିଲା । ଜାନୁଆରୀ 8 ତାରିଖରେ 29 ବର୍ଷ ପୂର୍ତ୍ତୀ ଅବସରରେ ଖୁଣ୍ଟ ମହାରାଜଙ୍କ ମନ୍ଦିରରେ ଶାନ୍ଦ ଯଜ୍ଞ କରାଯାଇଛି । ଏଠାରେ ପ୍ରବଳ ତୁଷାରପାତ ହେବା ସତ୍ତ୍ବେ ଖୁଣ୍ଟ ମହାରାଜଙ୍କ ମନ୍ଦିରରେ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା। ହିମସ୍କଳନ ବେଳେ ରାସ୍ତାରେ ଥିବା ପର୍ଯ୍ୟଟକ ଏବଂ ଅନ୍ୟାନ୍ୟ ଲୋକେ ମଧ୍ୟ ଫସିରହିଥିବାବେଳେ କିଛି ଲୋକେ ଏହାର ଭିଡିଓ କରିଛନ୍ତି ।

ABOUT THE AUTHOR

...view details