ଇତିହାସରେ ପ୍ରଥମ: ଭୀମଶଙ୍କର ମନ୍ଦିରରେ ପଶିଲା ବନ୍ୟାଜଳ
ମୁମ୍ବାଇ: ମହାରାଷ୍ଟ୍ରର ପୁଣେ ଅଞ୍ଚଳରେ ଥିବା ଭୀମଶଙ୍କର ମନ୍ଦିରରେ ପଶିଲା ବର୍ଷା ଜଳ । ଏହି ବର୍ଷା ଜଳର ମହାଦେବଙ୍କ ମନ୍ଦିର ଭିତରକୁ ପ୍ରବେଶ କରିଛି । ଭୀମଶଙ୍କର ମନ୍ଦିରରେ ବର୍ଷା ଜଳ ପ୍ରବେଶ କରିବା ଇତିହାସରେ ପ୍ରଥମ ଘଟଣା ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି ।