ଓଡିଶା

odisha

ETV Bharat / videos

ନାଗପୁରରୁ-ହାଇଦ୍ରାବାଦ ଯାଉଥିଲା ଏୟାର ଆମ୍ବୁଲାନ୍ସ, ଅଚାନକ ଫାଟିଲା ଚକ

By

Published : May 6, 2021, 10:34 PM IST

ମୁମ୍ବାଇ: ଅନେକ ଥର ରୋଗୀଙ୍କୁ ଶୀଘ୍ର ହସ୍ପିଟାଲ ପହଞ୍ଚାଇବାକୁ ବିମାନ ସେବାର ନିଆଯାଏ ସାହାଯ୍ଯ । ହେଲେ ରୋଗୀକୁ ନେଇ ନାଗପୁରରୁ ହାଇଦ୍ରାବାଦ ଯାଉଥିବା ଏକ ଏୟାର ଆମ୍ବୁଲାନ୍ସକୁ ମୁମ୍ବାଇକୁ ଡାଇଭର୍ଟ କରିବାକୁ ପଡିଛି । ସୂଚନାନୁଯାୟୀ ଫ୍ଲାଇଟ ଯେବେ ନାଗପୁରରୁ ଟେକଅଫ୍ କରିବାକୁଯାଉଥିଲା ସେହି ସମୟରେ ଏହାର ଗୋଟିଏ ଟାୟାର ଅଲଗା ହୋଇ ତଳେ ପଡିଯାଇଥିଲା । ଏଭଳିସ୍ଥିତିରେ ଫ୍ଲାଇଟକୁ ଜରୁରୀକାଳୀନ ଅବତରଣ କରିବାକୁପଡିଛି ।

ABOUT THE AUTHOR

...view details