ଓଡିଶା

odisha

ତାମିଲନାଡୁରେ ଆଗୁଆ ଡିଏମକେ, ନାଚଗୀତରେ ଖୁସି ମନାଇଲେ କର୍ମୀ

By

Published : May 2, 2021, 12:42 PM IST

ଚେନ୍ନାଇ ଡିଏମକେ ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଉତ୍ସବ ମୁଖର ଦଳୀୟ କର୍ମୀ । 135ଟି ବିଧାନସଭା ଆସନରେ ଡିଏମକେ ଦଳ ଆଗୁଆ ରହିଛି । ଏହାପରେ ଆନ୍ନା ଆରିଭଲୟମ ସ୍ଥିତ ଡିଏମକେ ମୁଖ୍ୟ କାର୍ଯ୍ୟାଳୟରେ ଶତାଧିକ କର୍ମୀ ଏକତ୍ରୀତ ହୋଇଥିଲେ । କର୍ମୀମାନେ ବାଣ ଫୁଟାଇ ତାଳି ମାରି ନାଚି ଗାଇ ବିଜୟ ପୂର୍ବରୁ ବିଜୟ ଉତ୍ସବ ପାଳନ କରୁଥିବା ନଜର ଆସିଛି।

ABOUT THE AUTHOR

...view details