ଓଡିଶା

odisha

By

Published : Feb 1, 2021, 9:34 AM IST

ETV Bharat / videos

ବଜେଟ ଆଗତ ପୂର୍ବରୁ ପୂଜା କଲେ ଅର୍ଥ ରାଷ୍ଟ୍ରମନ୍ତ୍ରୀ

ନୂଆଦିଲ୍ଲୀ: ବଜେଟ ଆଗତ ହେବା ପୂର୍ବରୁ ନିଜ ବାସଭବନରେ ପୂଜା କରିଛନ୍ତି କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର । ପରେ ବଜେଟ ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ସେ । ଲୋକଙ୍କ ଆଶା ଅନୁଯାୟୀ ବଜେଟ ହେବ । ସରକାର ସବକା ସାଥ, ସବକା ବିକାଶ, ସବକା ବିଶ୍ବାସ ମନ୍ତ୍ରକୁ ନେଇ ଚାଲୁଥିବାବେଳେ କୋରୋନା ସମୟରେ ଅର୍ଥନୀତିକୁ ଟ୍ରାକକୁ ଫେରାଇ ଆଣିବାକୁ ଆତ୍ମନିର୍ଭର ପ୍ୟାକେଜ ଘୋଷଣା ହୋଇଥିଲା ବୋଲି ସେ କହିଛନ୍ତି।

ABOUT THE AUTHOR

...view details