ଜହ୍ନରେ ଘର ନେଇ ତିଆରି ହେଲା ଇଟା - isro
ଏବେ ଜହ୍ନରେ ତିଆରି ହେବ ଘର । ଲୋକଙ୍କ ଜହ୍ନରେ ଘର କରିବାର ସ୍ବପ୍ନ ହେବ ପୂରା । ଏନେଇ ତିଆରି ହୋଇଛି ଇଟା । ଏଭଳି ଅସମ୍ଭବକୁ ସମ୍ଭବ କରିଛନ୍ତି ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସ ବାଙ୍ଗାଲୋର ଏବଂ ଇସ୍ରୋ । ଇସ୍ରୋର ମେକାନିକାଲ ଇଞ୍ଜିନିରିଂର ଆସିଷ୍ଟାଣ୍ଟ ପ୍ରଫେସର ଆଲୋକ କୁମାରଙ୍କ ତତ୍ତ୍ବାବଧାନରେ ତିଆରି ହୋଇଛି ଏହି ଇଟା । ଟିମର 10 ଜଣ ସଦସ୍ୟ ଏକାଠି ହୋଇ ଏହି ସ୍ବପ୍ନକୁ ସତରେ କରିଛନ୍ତି ରୂପାନ୍ତରିତ। ଆସନ୍ତୁ ଶୁଣିବା ଏହାକୁ ନେଇ କଣ କୁହନ୍ତି ପ୍ରଫେସର ଆଲୋକ କୁମାର...