ଓଡିଶା

odisha

By

Published : Apr 4, 2021, 6:48 PM IST

ETV Bharat / videos

ବାପାଙ୍କ ପାଇଁ ପ୍ରଚାର ବେଳେ ଭୋଟରଙ୍କ ସହ ନାଚିଲେ କମଲଙ୍କ ଝିଅ ଅକ୍ସରା

ଅଭିନେତାରୁ ରାଜନେତା ବନିଥିବା ଦକ୍ଷିଣ ସୁପରଷ୍ଟାର କମଲ ହାସନ ଚଳିତ ତାମିଲନାଡୁ ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଛନ୍ତି । ନିର୍ବାଚନୀ ପ୍ରଚାରରେ କମଲଙ୍କ ପାଇଁ ପ୍ରଚାର କରୁଛନ୍ତି ଝିଅ ଅକ୍ସରା । ତେବେ ଅକ୍ସରା ବାପାଙ୍କ ପାଇଁ ପ୍ରଚାର କଲାବେଳେ ନାଚୁଥିବା ଦେଖିବାକୁ ମିଳିଛି । ତାଙ୍କ ସହ ମଧ୍ୟ ସ୍ଥାନୀୟ ବାସିନ୍ଦା ମଧ୍ୟ ନୃତ୍ୟ କରୁଥିବା ଦେଖିବାକୁ ମଳିଛି ।

ABOUT THE AUTHOR

...view details