ଓଡିଶା

odisha

ETV Bharat / videos

କୃଷି ବିଲ୍‌କୁ ଆପର ବିରୋଧ, ସଞ୍ଜୟ ସିଂହଙ୍କ ସହ ଦେଖନ୍ତୁ ସ୍ବତନ୍ତ୍ର ସାକ୍ଷାତକାର

By

Published : Sep 20, 2020, 9:14 PM IST

ନୂଆଦିଲ୍ଲୀ: ବିରୋଧୀଙ୍କ ଜୋରଦାର ହଙ୍ଗାମା ମଧ୍ୟରେ ରାଜ୍ୟସଭାରେ ପାରିତ ହୋଇଛି କୃଷି ବିଧେୟକ । ତେବେ ଏହି ବିଲ ପାରିତ ହେବାକୁ କେନ୍ଦ୍ରସରକାରଙ୍କ ଦ୍ବାରା ଚାଷୀଙ୍କ ମୃତ୍ୟୁ ପରୱାନା ଉପରେ ଦସ୍ତଖତ ସହ ତୁଳନା କରିଛି ଆମ ଆଦମୀ ପାର୍ଟି । ତେବେ ସମ୍ପୂର୍ଣ୍ଣ ଘଟଣାକ୍ରମ ଉପରେ ଇଟିଭି ଭାରତ ସହ ଆପ୍‌ ସାଂସଦ ସଞ୍ଜୟ ସିଂହଙ୍କ ସ୍ବତନ୍ତ୍ର ସାକ୍ଷାତକାର ।

ABOUT THE AUTHOR

...view details