ଓଡିଶା

odisha

By

Published : Feb 11, 2022, 12:18 PM IST

Updated : Feb 3, 2023, 8:11 PM IST

ETV Bharat / videos

Panchayat Polls: ନିର୍ବାଚନ ମୈଦାନରେ B.ED ଛାତ୍ରୀ

ନୟାଗଡ଼: ନିର୍ବାଚନ ମୈଦାନରେ B.ED ଛାତ୍ରୀ । ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ କୁଳାସର ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଛନ୍ତି B.ED ଛାତ୍ରୀ ତୃଷ୍ଣାମୟୀ ସାମନ୍ତରାୟ । B.ED ପାଠପଢ଼ା ସରିବା ପରେ ଜନସେବା କରିବା ଲକ୍ଷ୍ୟ ନେଇ ସେ ରାଜନୀତିରେ ପାଦ ଥାପିଛନ୍ତି । ଜଣେ ଉଚ୍ଚ ଶିକ୍ଷିତା ହୋଇଥିବାରୁ ପଞ୍ଚାୟତର ବ୍ୟାପକ ପରିବର୍ତ୍ତନ ଲକ୍ଷ୍ୟ ରଖିଛନ୍ତି l ଅଞ୍ଚଳରେ ଥିବା ସମସ୍ୟାର ସମାଧାନ ପ୍ରତିଶୃତି ଦେଇ ଘରକୁ ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି ତୃଷ୍ଣାମୟୀ ସାମନ୍ତରାୟ। ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ
Last Updated : Feb 3, 2023, 8:11 PM IST

ABOUT THE AUTHOR

...view details