ମେଷ: ଆଜି ଉଜ୍ଜଳ ଦିନ ରହିବ । ନିଜ ପରିବାର ସହ ବିବାହ ବ୍ରତରେ ଯୋଗଦେବେ । ସାଙ୍ଗ ମାନଙ୍କ ସହଯୋଗ ମିଳିବ । ସାଙ୍ଗମାନଙ୍କୁ ଆତିଥ୍ୟ ପ୍ରଦାନ କରିବେ। ବଡ ମାନଙ୍କର ପ୍ରିୟ ହୋଇବେ। ବନ୍ଧୁତ୍ୱ ନିବିଡତର ହେବ । ଦର୍ଶନୀୟ ସ୍ଥାନକୁ ଭ୍ରମଣରେ ଯାଇପାରନ୍ତି । ଖୋଜୁଥିବା ଜିନିଷ ମିଳିବ।
ବୃଷ: ଆଜି ନୂତନ କାର୍ଯ୍ୟ ହାତକୁ ନେବେ । କର୍ମୀ ତଥା ବ୍ୟବସାୟୀମାନେ ଉନ୍ନତି କରିବେ । ଉଚ୍ଚ ପଦସ୍ଥଙ୍କ ଦ୍ୱାରା ପ୍ରଶଂସା ଭାଜନ ହେବେ। ବେତନ ବୃଦ୍ଧି ହେବ। ପୁରୁଣା କାମ ଶେଷ କରିବେ। ପରିବାର ବର୍ଗ ଭଲ ପାଇବା ସହ ସମ୍ମାନ ଜଣାଇବେ। ଆକର୍ଷଣୀୟ ଉପହାର ମିଳିପାରେ ।
ମିଥୁନ: ଆଜି ଚିନ୍ତା ଲାଗି ରହିବ। କାମରେ ମନ ଲଗାଇବା ପାଇଁ ଅସହାୟ ମନେ କରିବେ । ବ୍ୟର୍ଥ ଖର୍ଚ୍ଚ ହେବ । ସାଙ୍ଗ ସାଥିମାନେ ଅସୁବିଧାର କାରଣ ହେବେ । ପିଲାମାନଙ୍କ ଚିନ୍ତାରେ ବ୍ୟସ୍ତ ରହିବେ । ବ୍ୟର୍ଥ କାର୍ଯ୍ୟରେ ବ୍ୟସ୍ତ ରହିବେ । ଅଫିସ କାମରେ ଦୁଃଖ ପାଇ ପାରନ୍ତି ।
କର୍କଟ: ଆଜି ତୁମର ଦିନଟି ଦୁଃଖ ପୂର୍ଣ୍ଣ ହେବ। ଅସ୍ତ୍ରୋପଚାର ହେବ। ସବୁ କାମ ବଳି ପଡିବ। ନିଜର ଦକ୍ଷତା ଉପରେ ଭରଷା ରଖନ୍ତୁ ଅସାମାଜିକ କାର୍ଯ୍ୟରୁ ଦୂରେଇ ରହନ୍ତୁ। ଖରାପ କାମ ଦୁଃଖର କାରଣ ହେବ। କାର୍ଯ୍ୟାଳୟରେ କାମ କରିବା ପାଇଁ ଅନିଚ୍ଛା ପ୍ରକାଶ କରିବେ। ଘରର ପରିବେଶ ଖରାପ କରନ୍ତୁ ନାହିଁ। ଚିନ୍ତା ପୂର୍ଣ୍ଣ ଦିନଟି ଆଳସ୍ୟ ଆଣିବ।
ସିଂହ: ଆଜି ଆଶାନୁରୁପ ଫଳ ମିଳିବ ନାହିଁ। ଜୀବନସାଥୀ ସହ କଳହ ହେବ। ବନ୍ଧୁତ୍ୱକୁ ସୁଚାରୁ ରୂପେ ପରିଚାଳନା କରନ୍ତୁ। ବ୍ୟବସାୟୀମାନେ କ୍ଷତି ସହିପାରନ୍ତି । ସ୍ୱାସ୍ଥ୍ୟ ଭଲ ରହିବ ନାହିଁ । ସ୍ତ୍ରୀଙ୍କ ସ୍ୱାସ୍ଥ୍ୟ ଚିନ୍ତାର କାରଣ ହେବ । ସାମାଜିକ ସ୍ଥିତି ସୁଦୃଢ ହେବ । ବିଦେଶୀ ବନ୍ଧୁ ମିଳନ ହେବ । କିଛି ସ୍ଥିରତା ମିଳିବ ନାହିଁ ।
କନ୍ୟା: ଆଜି ଭଲ ଦିନ ରହିବ । ପାରିବାରିକ ଶାନ୍ତି ଓ ସମୃଦ୍ଧି ମିଳିବ । ମୌଜ କରିବେ। ଦୁଃଖରୁ ନିବୃତ ହେବେ । ଆୟ ଓ ପ୍ରତିଷ୍ଠା ବଢିବ। ବନ୍ଧୁ ମିଳନ ହେବ । ପରିବାର ଜନଙ୍କ ସହ ବାହାରକୁ ଖାଇବାକୁ ଯାଇ ପାରନ୍ତି ।
ତୁଳା: ସୁସମ୍ପର୍କ ତୁମକୁ ଶାନ୍ତି ପ୍ରଦାନ କରିବ। ଆଜି ମନୋବଳ ବୃଦ୍ଧି କରିବେ। ପିଲାମାନେ ତୁମ ବନ୍ଧୁମାନଙ୍କ ସହ ଭଲ ସମ୍ପର୍କ ଗଢିବେ । ଆଜି ଜୀବନ୍ତ ଓ ପ୍ରଫୁଲ ମନ ରହିବ । ଚିନ୍ତା ମୁକ୍ତ ରୁହନ୍ତୁ ଓ ଦିନଟି ଉପଭୋଗ କରନ୍ତୁ।
ବିଛା: ଆଜି ଚୁପଚାପ ରୁହନ୍ତୁ । କୌଣସି କଥାକୁ ନେଇ ଚିନ୍ତିତ ରହିବେ । ବନ୍ଧୁମାନେ ଦୂରେଇ ଯିବେ । ଶରୀର ସୁସ୍ଥ ରହିବେ ନାହିଁ । ଧନ ହାନୀ ଓ ମର୍ଯ୍ୟାଦା ହାନୀ ହେବ । ସ୍ତ୍ରୀ ଓ ପାଣି ପ୍ରତି ଘୃଣା ଭାବ ଜାତ ହେବ। ନିଜର ପଦବୀକୁ ରକ୍ଷା କରନ୍ତୁ । ଅନେକ ଚିନ୍ତା କରି କୌଣସି କାଗଜ ପତ୍ରରେ ହସ୍ତାକ୍ଷର କରିବେ।
ଧନୁ: ଆଜି ଦିନଟି ଭକ୍ତି, ପୂଜା ଓ ଶାନ୍ତିର ଦିନ ଅଟେ । ଭାଇ ଭଉଣୀମାନଙ୍କ ସାନିଧ୍ୟ ମିଳିବ। ନୂତନ କାର୍ଯ୍ୟ ପାଇଁ ଅତି ଭଲ ଦିନ ରହିବ। ସାଙ୍ଗ ସାଥିଙ୍କ ସହ ମୌଜ କରିବେ। ଗ୍ରହଙ୍କ ପ୍ରଭାବରୁ ଆଜି ଜୟଯୁକ୍ତ ହେବେ। ଶତୃ ପରାଜୟ ହେବେ। ସୁଦୂର ଯାତ୍ରା କରିବେ।
ମକର: ଅର୍ଥ ଲଗାଣ କାରୀ ସଂସ୍ଥା ଦ୍ୱାରା ପ୍ରଚୁର ଅର୍ଥ ମିଳିବ । କାହାର ଦେହ ଖରାପରେ ଚିନ୍ତିତ ହେବେ। ଘରେ ପରିସ୍ଥିତି ଭଲ ରହିବ ନାହିଁ। ଗୃହିଣୀଙ୍କ କାମ ବଢିବ ଏବଂ ହାଲିଆ ହୋଇ ପଡିବେ। ପିଲାମାନଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିବ। ସ୍ୱାସ୍ଥ୍ୟ ଠିକ ରହିବ । ଆଖି ଧରା ରୋଗ ହୋଇପାରେ । ନିଜର କର୍ମ ଚଞ୍ଚଳତା ଓ ଚତୁର ପଣିଆ ଦ୍ୱାରା ଏ ସବୁ ଠିକ କରିପାରିବେ।
କୁମ୍ଭ: ଆପଣଙ୍କ ଦିନଟି ସୁଖ ସମୃଦ୍ଧିରେ ପୂର୍ଣ୍ଣ ରହିବ । ଶୁଭ ଗ୍ରହଙ୍କ ଦ୍ୱାରା ଲାଭ ହିଁ ଲାଭ ହେବ। ପିଲାମାନଙ୍କ ସହ ମନୋରଞ୍ଜନ କରିବେ। ସୁନ୍ଦର ମନ ଓ ଭକ୍ତି ପୂର୍ଣ୍ଣ ଚିତ୍ତରେ ବୁଡି ରହିବେ। ଆଜି କିଛି ଉପହାର ମିଳିବ। ସବୁ ଖରାପ ଚିନ୍ତାକୁ ପଛରେ ପକେଇ ଆଗକୁ ଚାଲନ୍ତୁ। ବିବାହ ଆଦି କାର୍ଯ୍ୟ ପୂର୍ଣ୍ଣ ହୋଇପାରେ।
ମୀନ: ଆଜି ଦୃଢତାର ସହ ଆଗକୁ ବଢିବେ। ଚିନ୍ତାରେ ପୀଡିତ ହେବେ। ଧାର୍ମୀକ ସଂସ୍ଥାରେ ଅର୍ଥ ବିନିଯୋଗ କରିବେ। ଅର୍ଥ ବିନିଯୋଗ କରିବା ଆଗରୁ ସଠିକ ପରାମର୍ଶ ନିଅନ୍ତୁ। ପରିବାରରେ କଳହ କାରଣରୁ ନିଜ ଭିତରେ ଅଲଗା ରହିବାର ନିଷ୍ପତ୍ତି କଷ୍ଟ ଦାୟକ ହେବ। ଛୋଟ ଫାଇଦା ପାଇଁ ଅଧିକ ବ୍ୟୟ ହେବ। କଚେରୀ କାମ ଗୁଡିକ ସତର୍କତାର ସହ କରନ୍ତୁ। ପ୍ରାର୍ଥନା ଓ ବ୍ୟାୟାମ ଆପଣଙ୍କ ଦିନଟିକୁ ବଦଳେଇ ପାରିବ।