ଓଡିଶା

odisha

ETV Bharat / state

ଗଣତି ପାଇଁ ପ୍ରସ୍ତୁତ ରାଉରକେଲା

ସୁନ୍ଦରଗଡ ଜିଲ୍ଲାର ଉଭୟ ଲୋକସଭା ଓ ବିଧାନସଭା ପାଇଁ ଭୋଟ ଗଣତି ଆରମ୍ଭ ହୋଇଛି । କଡାକଡି ଭାବରେ ସମସ୍ତ ସୁରକ୍ଷା ବ୍ୟବସ୍ଥାର ତଦାରଖ କରାଯାଉଛି ।

By

Published : May 23, 2019, 8:53 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ରାଉରକେଲା: ସୁନ୍ଦରଗଡ ଜିଲ୍ଲାରେ ଉଭୟ ଲୋକସଭା ଓ 7ଟି ବିଧାନସଭା ପାଇଁ ଭୋଟ ଗଣିତ ଆରମ୍ଭ ହୋଇଛି । ରାଉରକେଲା ତଥା ବଣାଇରେ ପ୍ରଥମେ ପୋଷ୍ଟାଲ ବ୍ୟାଲେଟ ଗଣତି ଚାଲିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ଗଣତି ପାଇଁ ବିଭିନ୍ନ ରାଜନୈତିକ ଦଳର ଏଜେଣ୍ଟମାନେ ବୁଥକୁ ପ୍ରବେଶ କରିସାରିଲେଣି । ଗଣତିକୁ ସୁରୁଖୁରୁରେ କରିବା ପାଇଁ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଛି ।

ତେବେ ଭୋଟ ଗଣତି କେନ୍ଦ୍ର ବାହାରେ ବିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତାମାନେ ବହୁତ ସଂଖ୍ୟାରେ ଉପସ୍ଥିତ ଅଛନ୍ତି ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details