ଓଡିଶା

odisha

By

Published : Feb 8, 2020, 10:17 PM IST

ETV Bharat / state

ମଣ୍ଡିରେ ମିଲରଙ୍କ ଦେଖାନାହିଁ, ଚାଷୀ ନିରାଶ

ଅଦିନିଆ ବର୍ଷା ଯୋଗୁଁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଥିବାବେଳେ ଚାଷୀମାନେ ମଧ୍ୟ ପ୍ରଭାବିତ ହୋଇଛନ୍ତି । ମଣ୍ଡିରେ ମିଲର କିମ୍ବା RMC କର୍ତ୍ତୃପକ୍ଷଙ୍କ କାହାରି ଦେଖାନାହିଁ । ଅଧିକ ପଢନ୍ତୁ...

no-millers-and-rmc-employee-in-paddy-mandi-farmers-facing-problem-at-banei
ମଣ୍ଡିରେ ମିଲର କିମ୍ବା RMC କର୍ତ୍ତୃପକ୍ଷଙ୍କ ଦେଖାନାହିଁ ଚାଷୀ କ୍ଷତିଗ୍ରସ୍ତ

ରାଉରକେଲା: ଅଦିନିଆ ବର୍ଷା ଯୋଗୁଁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଥିବାବେଳେ ଚାଷୀମାନେ ମଧ୍ୟ ପ୍ରଭାବିତ ହୋଇଛନ୍ତି । ମଣ୍ଡିକୁ ଧାନ ନେଇ ଆସିଥିଲେ ଚାଷୀ । କିନ୍ତୁ ଅଦିନିଆ ବର୍ଷା ପାଣିରେ ଭିଜି ଯାଇଥିବା ଧାନକୁ ମିଲରମାନେ ନେବେନା ନାହିଁ ଚିନ୍ତାରେ ରହିଛନ୍ତି ଚାଷୀ ।

ମଣ୍ଡିରେ ମିଲର କିମ୍ବା RMC କର୍ତ୍ତୃପକ୍ଷଙ୍କ ଦେଖାନାହିଁ ଚାଷୀ କ୍ଷତିଗ୍ରସ୍ତ

ସୁନ୍ଦରଗଡ଼ ଜିଲ୍ଲା ବଣେଇ ବ୍ଲକର ଡ଼ରେଇକେଲାରେ ମଣ୍ଡିକୁ ଧାନ ନେଇ ଆସିଥିଲେ ଚାଷୀ । କିନ୍ତୁ ମିଲର କିମ୍ବା RMC କର୍ତ୍ତୃପକ୍ଷଙ୍କ କାହାରି ଦେଖାନଥିଲା । ଏହାପରେ ବର୍ଷା ଆରମ୍ଭ ହୋଇଯାଇଥିଲା । ଚାଷୀମାନେ ପଲିଥିନ ଆଣି ଧାନକୁ ଘୋଡାଇବାକୁ ଚେଷ୍ଟା କରିଥିଲେ। ତଥାପି ଧାନ ଅଦିନିଆ ବର୍ଷାରେ ଭିଜି ଯାଇଛି ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details