ରାଉରକେଲା: ରେକର୍ଡ ଭୋଟରେ ସୁନ୍ଦରଗଡ଼ ଲୋକସଭା ଆସନରେ ବିଜୟ ଲାଭ କରିବା ପରେ ଶୁକ୍ରବାର କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ସର୍ନା(ଆଦିବାସୀଙ୍କ ମନ୍ଦିର) ଯାଇଛନ୍ତି । ଜୁଏଲ ସର୍ନା ସ୍ଥଳରେ ପୂଜାର୍ଚ୍ଚନା କରିଛନ୍ତି ।
ସେଠାରେ ଆଦିବାସୀ ପରମ୍ପରା ସହ ଜୁଏଲଙ୍କୁ ଫୁଲମାଳ ଦେଇ ସ୍ୱାଗତ କରାଯାଇଛି ।

ନିର୍ବାଚନ ପୂର୍ବରୁ ଜୁଏଲ ସେହି ମନ୍ଦିର ଯାଇଥିବା ବେଳେ ବିଜୟ ପରେ ଆଶୀର୍ବାଦ ନେବାକୁ ପୁଣି ଆସିଥିବା କହିଛନ୍ତି ।
ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ