ଓଡିଶା

odisha

By

Published : Apr 20, 2019, 3:20 PM IST

ETV Bharat / state

ବାହାଘର ଭୋଜି ଖାଇ 151 ଅସୁସ୍ଥ

ସୋନାଖାନର ରନ୍ତୁପଡାରେ ଏକ ବିବାହ ଭୋଜିରେ ବୁନ୍ଦି ଖାଇ 151 ଲୋକ ଅସୁସ୍ଥ। ରାଜଗାଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି। ଶୁକ୍ରବାର ରାତିରେ ଘଟିଥିଲା ଏହି ଘଟଣା ।

ଫଟୋ ସୌଜନ୍ୟ : ସମ୍ବାଦଦାତା,ରାଉରକେଲା


ରାଉରକେଲା: ସୋନାଖାନର ରନ୍ତୁପଡାରେ ଏକ ବିବାହ ଭୋଜିରେ ବୁନ୍ଦି ଏବଂ ମୃଦୁଜଳ ସେବନ କରି 151 ଲୋକ ଅସୁସ୍ଥ। ଶୁକ୍ରବାର ରାତିରେ ଘଟିଥିଲା ଏହି ଘଟଣା । ହଠାତ ଭୋଜିକୁ ଆସିଥିବା ଅତିଥିଙ୍କର ଏପରି ଅବସ୍ଥା ଦେଖି ସଙ୍ଗେସଙ୍ଗେ ରାଜଗାଙ୍ଗପୁର ଡାକ୍ତରଖାନାରେ ନେଇଥିଲେ । ସେମାନଙ୍କ ଭିତରେ କିଛି ଶିଶୁ ଥିବା ଜଣାପଡିଛି।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,ରାଉରକେଲା

ଆଜି ସକାଳୁ କିଛି ଜଣଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିବ ପରେ ସେମାନଙ୍କୁ ହସ୍ପିଟାଲରୁ ଘରକୁ ଛଡାଯିବ ବୋଲି ଜଣା ପଡିଛି । ତେବେ ଖାଦ୍ୟରେ କିଛି ବିଷ।କ୍ତ ଜିନିଷ ଥିବାରୁ ଏପରି ହୋଇଥିବା ଜଣାପଡିଛି ।

ରାଉରକେଲାରୁ ରାଜେନ୍ଦ୍ର ପ୍ରସାଦ ମିଶ୍ର,ଇଟିଭି ଭାରତ

For All Latest Updates

ABOUT THE AUTHOR

...view details