ଓଡିଶା

odisha

By

Published : Dec 25, 2020, 8:30 PM IST

ETV Bharat / state

ଶିଳପୁଆରେ ଛେଚି ମା’-ବାପାଙ୍କୁ ହତ୍ୟା କଲା ପୁଅ

ଶିଳପୁଆରେ ଛେଚି ମା’-ବାପାଙ୍କୁ ହତ୍ୟା କଲା ପୁଅ । ରାଉରକେଲା ବିଶ୍ରା ଥାନା ଖୁଣ୍ଟଗାଁ ବିଶିପୁରରେ ଘଟିଛି ଏହି ହତ୍ୟା କାଣ୍ଡ ।

ଶିଳପୁଆରେ ଛେଚି ମା’-ବାପାଙ୍କୁ ହତ୍ୟା କଲା ପିଶାଚ ପୁଅ
ଶିଳପୁଆରେ ଛେଚି ମା’-ବାପାଙ୍କୁ ହତ୍ୟା କଲା ପିଶାଚ ପୁଅ

ରାଉରକେଲା: ରାଉରକେଲାରେ ଜଘନ୍ୟ ହତ୍ୟାକାଣ୍ଡ । ଶିଳପୁଆରେ ଛେଚି ମା’-ବାପାଙ୍କୁ ହତ୍ୟା କଲା ପୁଅ । ରାଉରକେଲା ବିଶ୍ରା ଥାନା ଖୁଣ୍ଟଗାଁ ବିଶିପୁରରେ ଘଟିଛି ଏହି ହତ୍ୟା କାଣ୍ଡ । 40 ବର୍ଷୀୟ ଜୟସିଂ ସିଂ ନିଜ ଜନ୍ମ କଲା ବାପା ମା'ଙ୍କୁ ହତ୍ୟା କରି ଫେରାର ମାରିଛି ।

ଶିଳପୁଆରେ ଛେଚି ମା’-ବାପାଙ୍କୁ ହତ୍ୟା କଲା ପିଶାଚ ପୁଅ

ଜମି ବିକ୍ରିପାଇଁ ଅମଙ୍ଗ ହେବାରୁ 59 ବର୍ଷୀୟ ମା’ ଲୀଳାବତୀ ସିଂ ଓ 70 ବର୍ଷୀୟ ବାପା ମନବୋଧ ସିଂଙ୍କୁ ହତ୍ୟା କରିଛି ଜୟସିଂ । ହତ୍ୟାକରୁଥିବା ସମୟରେ ଜୟସିଂଙ୍କ ସ୍ତ୍ରୀ ଅଟକାଇବାରୁ ତାଙ୍କୁ ମଧ୍ୟ ମାଡ ମାରିଥିବା ଜଣାପଡିଛି । ତେବେ ବିଶ୍ରା ଡାକ୍ତରଖାନାରେ ଅଭିଯୁକ୍ତଙ୍କ ପତ୍ନୀ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ।

ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ମୃତଦେହ ଉଦ୍ଧାର କରି ପୋଲିସ ଘଟଣାର ତଦନ୍ତ କରୁଛି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details