ସୁନ୍ଦରଗଡ: ରାଉରକେଲାରେ ପୁଣି ସାମ୍ନାକୁ ଆସିଲା ଏକ ଜିଏସଟି ଠକେଇ ମାମଲା । ସହରର ଜଣେ ଛାତ୍ରଙ୍କ ନାଁରେ 38 କୋଟି ଟଙ୍କାର ଜିଏସଟି ଠକେଇ ନୋଟିସ ମିଳିଛି । ଷ୍ଟାର ବିଲେଟ ନାମକ ଏକ ଫେକ୍ କମ୍ପାନୀ ଖୋଲି ଏହି ଠକେଇ କରାଯାଇଛି । ସମ୍ପୃକ୍ତ ଛାତ୍ରଙ୍କ ନାମ ଘଟେଶ୍ବର ବାଗ ଏବଂ ସେ ଜଗଦା ଅଞ୍ଚଳରେ ରହୁଥିବା ବୋଲି ଜଣାପଡିଛି ।
ଛାତ୍ରଙ୍କ ନାଁରେ 38 କୋଟିର ଜିଏସଷ୍ଟି ଠକେଇ - ରାଉରକେଲା ଜିଏସଟି ଠକେଇ
ରାଉରକେଲାର ଜଣେ ଛାତ୍ରଙ୍କ ନାଁରେ 38 କୋଟି ଟଙ୍କାର ଜିଏସଟି ଠକେଇ ନୋଟିସ । ଅଧିକ ପଢନ୍ତୁ...
ଛାତ୍ରଙ୍କ ନାଁରେ 38 କୋଟିର ଜିଏଷ୍ଟି ଠକେଇ
ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ