ସମ୍ବଲପୁର: ବାରମ୍ବାର ସଚେତନତା ସତ୍ତ୍ୱେ ସହରରେ ଦିନକୁ ଦିନ ବଢିଚାଲିଛି ସାଇବର ଠକେଇ । ପୋଲିସ ପ୍ରଶାସନ ଓ ବ୍ୟାଙ୍କ ତରଫରୁ ବାରମ୍ବାର ସାଇବର ଠକେଇ ରୋକିବାକୁ ବିଭିନ୍ନ ପ୍ରୟାସ ଜାରି ରହିଥିଲେ ସୁଦ୍ଧା ଜିଲ୍ଲାରେ ସାଇବର ଅପରାଧ ବଢିଚାଲିଛି । କେବଳ ସାଧାରଣ ଲୋକ ନୁହଁନ୍ତି ବରଂ ଶିକ୍ଷିତ ବର୍ଗର ଲୋକେ ମଧ୍ୟ ଏହି ଠକେଇର ଶିକାର ହେଉଛନ୍ତି । ଏଥର ସମ୍ବଲପୁରର ଜଣେ ବନ ବିଭାଗ କର୍ମଚାରୀ 20 ହଜାର ଟଙ୍କା ଠକେଇର ଶିକାର ହୋଇଛନ୍ତି ।
ସାଇବର ଠକେଇ: ବନକର୍ମଚାରୀଙ୍କ ଆକାଉଣ୍ଟରୁ 20 ହଜାର ଗାଏବ
ପୋଲିସ ପ୍ରଶାସନ ଓ ବ୍ୟାଙ୍କ ତରଫରୁ ବାରମ୍ବାର ସାଇବର ଠକେଇ ରୋକିବାକୁ ବିଭିନ୍ନ ପ୍ରୟାସ ଜାରି ରହିଛି । ହେଲେ ସମ୍ବଲପୁରରେ ସାଇବର ଅପରାଧ ବଢିଚାଲିଛି । ଏଥିର ସହରର ଜଣେ ବନ ବିଭାଗ କର୍ମଚାରୀ 20 ହଜାର ଟଙ୍କା ଠକେଇର ଶିକାର ହୋଇଛନ୍ତି । ଅଧିକ ପଢନ୍ତୁ...
ସାଇବର ଠକେଇ
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ