ଓଡିଶା

odisha

ETV Bharat / state

ସମ୍ବଲପୁର ବିଗବଜାରରେ ଅଗ୍ନିଶମ ବିଭାଗର ଚଢ଼ାଉ

ସମ୍ବଲପୁର ସହରର ଥିବା ବିଗବଜାର ଠାରେ ଅଗ୍ନିଶମ ବିଭାଗ ତରଫରୁ ଚଢ଼ାଉ କରାଯାଇଥିଲା। ବିଭାଗ ତରଫରୁ ଅଗ୍ନିଶମ ଅଧିକାରୀଙ୍କ ସହ କର୍ମୀ ମାନେ ଚଢ଼ାଉ କରି ସପିଂମଲ ର ପ୍ରବେଶ ଓ ପ୍ରସ୍ଥାନ ଦ୍ୱାର ତଥା ବିଭିନ୍ନ ଆନୁସଙ୍ଗିକ ସୁବିଧା ଏବଂ ଅସୁବିଧା ବିଷୟରେ ତଦାରଖ କରିଥିଲେ।

By

Published : Apr 4, 2019, 4:29 AM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ସମ୍ବଲପୁର

ସମ୍ବଲପୁର: ସହରର ଥିବା ବିଗବଜାର ଠାରେ ଅଗ୍ନିଶମ ବିଭାଗ ତରଫରୁ ଚଢ଼ାଉ କରାଯାଇଥିଲା। ବିଭାଗ ତରଫରୁ ଅଗ୍ନିଶମ ଅଧିକାରୀଙ୍କ ସହ କର୍ମୀ ମାନେ ଚଢ଼ାଉ କରି ସପିଂମଲ ର ପ୍ରବେଶ ଓ ପ୍ରସ୍ଥାନ ଦ୍ୱାର ତଥା ବିଭିନ୍ନ ଆନୁସଙ୍ଗିକ ସୁବିଧା ଏବଂ ଅସୁବିଧା ବିଷୟରେ ତଦାରଖ କରିଥିଲେ।

ଭିିଡିଓ ସୌଜନ୍ୟ- ସମ୍ବାଦଦାତା, ସମ୍ବଲପୁର

ତେବେ ବୁଧବାର ଏହି ଚଢାଉରେ ଯାହା ଯାହା ଦୋଷ ତ୍ରୁଟି ପରିଲକ୍ଷିତ ହୋଇଥିଲା ସେ ବିଷୟରେ ମାଲିକଙ୍କୁ ଅବଗତ କରାଯାଇଥିଲା। ଯଦି ସେ ଦିଗରେ ଖିଲାଫ ହୁଏ ତେବେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଥିଲେ ଅଗ୍ନିଶମ ଅଧିକାରୀ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details