ସମ୍ବଲପୁର: ଆଜି(ସୋମବାର) ଅର୍ଥାତ ଫେବୃଆରୀ 14 ତାରିଖକୁ ଭାଲେଣ୍ଟାଇନ ଡେ ଭାବେ ଯୁବପୀଢ଼ି ପାଳନ କରୁଛନ୍ତି । ତେବେ 2019 ମସିହା ଫେବୃଆରୀ 14 ତାରିଖରେ ପୁଲଓ୍ବାମା ଠାରେ ଆତଙ୍କବାଦୀ ଆକ୍ରମଣରେ 40 ଜଣ ସିଆରପିଏଫ ଯବାନ ଶହୀଦ ହୋଇଥିଲେ । ଦେଶ ପାଇଁ ପ୍ରାଣବଳୀ ଦେଇଥିବା ଏହି ଶହୀଦ ମାନଙ୍କୁ ଆଜି(ସୋମବାର) ସମ୍ବଲପୁରରେ ବଜରଙ୍ଗ ଦଳ ପକ୍ଷରୁ ଶ୍ରଦ୍ଧାଞ୍ଜଳୀ ଦିଆଯାଇଛି ।
Pulwama Attack: ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲା ବଜରଙ୍ଗ ଦଳ
ସମ୍ବଲପୁର କଚେରୀ ଛକସ୍ଥିତ ଶହୀଦ ସ୍ତମ୍ଭରେ ପୁଲଓ୍ବାମା ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇ ତାଙ୍କର ସ୍ମୃତିଚାରଣ କରିଛି ବଜରଙ୍ଗ ଦଳ । ଅଧିକ ପଢନ୍ତୁ
Polwama Attack: ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲା ବଜରଙ୍ଗ ଦଳ
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ