ଓଡିଶା

odisha

ETV Bharat / state

‘ବିଜୟୀ ହେଲେ ଚାଷୀଙ୍କ ସହ ବେକାରୀ ସମସ୍ୟା ଦୂର କରିବି’ - irrigation

ଆସନ୍ତା 23ରେ ସମ୍ବଲପୁରରେ ନିର୍ବାଚନ। ଏହାକୁ ନେଇ ରାଜନୈତିକ ମାହୋଲ ଏବେ ସରଗରମ। ଏଥର ପ୍ରଥମ ଥର ପାଇଁ ମୈଦାନକୁ ଓହ୍ଲାଇଛନ୍ତି ବିଜେଡି ପ୍ରାର୍ଥୀ କିଶୋର ଚନ୍ଦ୍ର ନାୟକ। ତେବେ ସେ ବିଜୟୀ ହେଲେ କେଉଁ ଦିଗରେ ବିଶେଷ ଧ୍ୟାନ ଦେବେ ସେହି ବିଷୟରେ ତାଙ୍କ ସହ ଆଲୋଚନା କରିଛନ୍ତି ଆମ ସମ୍ବାଦଦାତା।

ଫଟୋ ସୌଜନ୍ୟ: ସମ୍ବାଦଦାତା,ସମ୍ବଲପୁର

By

Published : Apr 15, 2019, 10:18 AM IST

ସମ୍ବଲପୁର: ଆସନ୍ତା 23ରେ ସମ୍ବଲପୁରରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ। ଏହାକୁ ରାଜନୈତିକ ମାହୋଲ ସରଗରମ ହେଉଛି। ଜନତାଙ୍କ ପାଖରେ ପହଞ୍ଚି ନେତା ଭୋଟ ମାଗୁଛନ୍ତି । ଆଉ ଦେଉଛନ୍ତି ଅଞ୍ଚଳ ବିକାଶର ପ୍ରତିଶୃତି । ସମ୍ବଲପୁର କୁଚିଣ୍ଡାରୁ ବିଜେଡି ବିଧାୟକ ପ୍ରାର୍ଥୀ କିଶୋର ଚନ୍ଦ୍ର ନାୟକ ସାମିଲ ହୋଇଛନ୍ତି ଇଟିଭି ଭାରତ ପାଞ୍ଚ ପ୍ରଶ୍ନ ନେତାଙ୍କୁ କାର୍ଯ୍ୟକ୍ରମରେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା,ସମ୍ବଲପୁର

ବିଜେଡି ପକ୍ଷରୁ ପ୍ରଥମ ଥର ପାଇଁ କିଶୋର ରାଜନୀତିକୁ ଓହ୍ଲାଇଛନ୍ତି । ସେ ବିଜୟୀ ହେବା ପରେ ପ୍ରଥମେ ଚାଷୀଙ୍କ ସାଥି ହୋଇ ତାଙ୍କର ସମସ୍ତ ସମସ୍ୟା ଦୂର କରିବେ ବୋଲି କହିଛନ୍ତି । ନିର୍ବାଚନମଣ୍ଡଳୀର ବେକାରୀ ଯୁବକ ଯୁବତୀଙ୍କୁ ଚାକିରୀ କିମ୍ବା ଆତ୍ମନିର୍ଭରଶୀଳ କରାଇବା ।


ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details