ଓଡିଶା

odisha

ETV Bharat / state

ରାୟଗଡାକୁ ରେଡ ୱାର୍ଣ୍ଣିଂ: ପ୍ରସ୍ତୁତ ଜିଲ୍ଲା ପ୍ରଶାସନ

ଓଡିଶାକୁ ବାତ୍ୟା ବିପତ୍ତି । 'ଫନି'ର ଗତିବିଧି ଉପରେ ସାରା ରାଜ୍ୟ ନଜର ରଖିଥିବା ବେଳେ ଟିଟବିଟ୍ ଅପେଡେଟ ସହ ପାଣିପାଗ ବିଭାଗ ମଧ୍ୟ ବାତ୍ୟା 'ଫନି' ଉପରେ ନଜର ରଖିଛି। ତେବେ ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲା ପ୍ରଭାବିତ ହେବାକୁ ଥିବା ବେଳେ ରାୟଗଡାରେ ମଧ୍ୟ ପ୍ରଭାବ ଦେଖାଦେବ।

By

Published : May 2, 2019, 7:34 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ରାୟଗଡା

ରାୟଗଡା: ଓଡିଶାକୁ ବାତ୍ୟା ବିପତ୍ତି । 'ଫନି'ର ଗତିବିଧି ଉପରେ ସାରା ରାଜ୍ୟ ନଜର ରଖିଥିବା ବେଳେ ଟିଟବିଟ୍ ଅପେଡେଟ ସହ ପାଣିପାଗ ବିଭାଗ ମଧ୍ୟ ବାତ୍ୟା 'ଫନି' ଉପରେ ନଜର ରଖିଛି। ତେବେ ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲା ପ୍ରଭାବିତ ହେବାକୁ ଥିବା ବେଳେ ରାୟଗଡାରେ ମଧ୍ୟ ପ୍ରଭାବ ଦେଖାଦେବ। କାରଣ 'ଫନି' ପାଇଁ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି । ତେବେ ଏଭଳି ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରିବାକୁ ଜିଲ୍ଲାର ସବୁ ବିଭାଗ ପ୍ରସ୍ତୁତ ରହିଥିବା ବେଳେ ଅଗ୍ନିଶନ ବିଭାଗ ମଧ୍ୟ ତତ୍ପର ହୋଇଉଠିଛି।

ତେବେ କେମିତି ପରିସ୍ଥିତିର ମୁକାବିଲା କରାଯାଇ ପାରିବ ସେ ସମ୍ପର୍କରେ ଜିଲ୍ଲା ଫାୟାର ଅଫିସରଙ୍କ ସହ ଆଲୋଚନ କରିଛନ୍ତି ଆମ ସମ୍ବାଦଦାତା ରଞ୍ଜନ ରଥ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ରାୟଗଡା

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details