ଓଡିଶା

odisha

ETV Bharat / state

ଜିରୋ ନାଇଟ ପାଇଁ ପ୍ରସ୍ତୁତ ପୁରୀ

ନୂଆ ବର୍ଷକୁ ସ୍ବାଗତ କରିବା ପାଇଁ ପୁରୀ ଜିଲ୍ଲାର ସମସ୍ତ ହୋଟେଲ ଓ କ୍ଲବରେ ଜୋରଦାର ପ୍ରସ୍ତୁତି । ଅଧିକ ପଢ଼ନ୍ତୁ...

By

Published : Dec 31, 2019, 8:42 PM IST

puri to celebrate new year, new year celebration, world heritage puri, 2020କୁ ସ୍ବାଗତ, ଜିରୋ ନାଇଟ ପାଇଁ ପ୍ରସ୍ତୁତ ପୁରୀ, ପୁରୀରେ ନୂଆବର୍ଷ ପ୍ରସ୍ତୁତି
ଜିରୋ ନାଇଟ ପାଇଁ ପ୍ରସ୍ତୁତ ପୁରୀ

ପୁରୀ: ରାତି ପହିଲେ ନୂଆ ବର୍ଷ। 2020କୁ ସ୍ବାଗତ କରିବା ନେଇ ସବୁ ଆଡେ ଜୋରସୋର ପ୍ରସ୍ତୁତି। ପୁରୀରେ ମଧ୍ୟ ବିଭିନ୍ନ ହୋଟେଲ ଓ କ୍ଲବରେ ନୂଆ ବର୍ଷକୁ ସ୍ବାଗତ ନେଇ ବ୍ୟାପକ ବ୍ୟବସ୍ଥା ହୋଇଛି।

ମ୍ୟୁଜିକାଲ ନାଇଟ ସମେତ ଖାଦ୍ୟ ପାନୀୟର ବ୍ୟବସ୍ଥା ହୋଇଛି। ପୁରୀରେ ନୂଆବର୍ଷକୁ ସ୍ବାଗତ ଓ ଜିରୋ ନାଇଟ ସେଲିବ୍ରେସନ ନେଇ ପର୍ଯ୍ୟଟକ ଓ ପୁରୀ ବାସିନ୍ଦାଙ୍କ ମଧ୍ୟରେ ଉତ୍କଣ୍ଠା ବଢି଼ବାରେ ଲାଗିଛି। ପୁରୀରେ କିପରି ରହିଛି ପର୍ଯ୍ୟଟକଙ୍କ ପାଇଁ ବ୍ୟବସ୍ଥା ସେନେଇ ପୁରୀ କ୍ଲବର ସମ୍ପାଦକଙ୍କ ସହ ଆଲୋଚନା କରିଛନ୍ତି ଆମ ସମ୍ବାଦଦାତା...

ଜିରୋ ନାଇଟ ପାଇଁ ପ୍ରସ୍ତୁତ ପୁରୀ

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details