ଓଡିଶା

odisha

ETV Bharat / state

ବଟ ମହାବୀର ମନ୍ଦିରରୁ ଚୋରି, ପୋଲିସର ତଦନ୍ତ ଜାରି - ପୋଲିସର ତଦନ୍ତ ଜାରି

ବ୍ରହ୍ମଗିରି ବଟ ମହାବୀର ମନ୍ଦିର ତାଲା ଭାଙ୍ଗି ଠାକୁରଙ୍କ କିରୀଟି, ଛତି ଆଦି ନାନା ଆସବାବପତ୍ର ଓ ଦାନ ବାକ୍ସରୁ ଟଙ୍କା ଚୋରି ହୋଇଯାଇଛି। ଅଧିକ ପଢନ୍ତୁ...

Bat Mahavir temple
ବଟ ମହାବୀର ମନ୍ଦିରରୁ ଚୋରି

By

Published : Feb 11, 2020, 10:15 AM IST

ପୁରୀ: ବ୍ରହ୍ମଗିରି ସ୍ଥିତ ହାଇସ୍କୁଲ ନିକଟ ପ୍ରତ୍ୟକ୍ଷ ବଟ ମହାବୀର ମନ୍ଦିରରୁ ସୋମବାର ରାତିରେ ଚୋରି ହୋଇଥିବା ଜଣାପଡିଛି। ଏନେଇ ମନ୍ଦିର କମିଟି ପକ୍ଷରୁ ବ୍ରହ୍ମଗିରି ଥାନାରେ ଅଭିଯୋଗ କରାଯାଇଛି।

ବଟ ମହାବୀର ମନ୍ଦିରରୁ ଚୋରି

ମନ୍ଦିର ତାଲା ଭାଙ୍ଗି ଠାକୁରଙ୍କ କିରୀଟି, ଛତି ଆଦି ନାନା ଆସବାବପତ୍ର ଓ ଦାନ ବାକ୍ସରୁ ଟଙ୍କା ଚୋରି ହୋଇଯାଇଛି। ଦେଢ ମାସ ମଧ୍ୟରେ ଏହା 3 ଥର ଚୋରି ବୋଲି କମିଟି ପକ୍ଷରୁ ସୂଚନା ମିଳିଛି। ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଜାରି ରହିଛି।


ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

ABOUT THE AUTHOR

...view details