ଓଡିଶା

odisha

ETV Bharat / state

ପହଣ୍ଡିରେ ଆସୁଛନ୍ତି ଜଗନ୍ନାଥ

ମହାପ୍ରଭୁ ଜଗନ୍ନାଥଙ୍କ ପହଣ୍ଡି ଚାଲୁ ରହିଛି । ଝୁଲି ଝୁଲି ଆସୁଛନ୍ତି କାଲିଆ ସାଆନ୍ତ । ପୂର୍ବରୁ ଭାଇ ବଳିଆ, ଭଉଣୀ ସୁଭଦ୍ରା ଏବଂ ସୁଦର୍ଶନଙ୍କ ପହଣ୍ଡି ବିଜେ ସରିଛି ।

By

Published : Jul 4, 2019, 11:12 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପୁରୀ: ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଓ ସୁଦର୍ଶନଙ୍କ ପହଣ୍ଡି ବିଜେ ସରିବା ପରେ ଜଗତ ଦିଅଁ ଜଗନ୍ନାଥଙ୍କ ପହଣ୍ଡି ଚାଲୁ ରହିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ଭାଇ ଭଉଣୀଙ୍କ ପହଣ୍ଡି ବିଜେ ପରେ ଶେଷରେ ଜଗନ୍ନାଥଙ୍କ ପହଣ୍ଡି ବିଜେ ଚାଲିଛି । ଝୁଲି ଝୁଲି ଆସୁଛନ୍ତି କାଲିଆ ସାଆନ୍ତ । ଘଣ୍ଟ ଘଣ୍ଟାରେ କମ୍ପୁଛି ବଡଦାଣ୍ଡ । ମହାପ୍ରଭୁ ଜଗନ୍ନାଥଙ୍କୁ ଦେଖିବା ପାଇଁ ଉତ୍କଣ୍ଠାର ସହ ଚାହିଁ ରହିଛନ୍ତି ଭକ୍ତ ।


ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details