ବାହୁଡା ଯାତ୍ରା: ସବୁ କାଳିଆ ସାଆନ୍ତ ପାଇଁ..
ପବିତ୍ର ବାହୁଡା ଯାତ୍ରାରେ ମହାପ୍ରଭୁଙ୍କୁ ବାହୁଡି ନେବାକୁ ଭକ୍ତଙ୍କ ମନରେ ନାହିଁ ନଥିବା ଉତ୍ସାହ । ଠାକୁରଙ୍କୁ ସ୍ବାଗତ କରିବା ପାଇଁ ଭକ୍ତମାନେ ହନୁମାନ, ଶ୍ରୀକୃଷ୍ଣ ତ କିଏ ଦେବ ଦେବ ମହାଦେବ ବେଶରେ ମିଳିଛି ।
ଡିଜାଇନ ଫଟୋ
ପୁରୀ: ଶରଧା ବାଲିରେ ଶ୍ରୀଜୀଉ । ପବିତ୍ର ବାହୁଡା ଯାତ୍ରାରେ ମହାପ୍ରଭୁଙ୍କୁ ବାହୁଡି ନେବାକୁ ଭକ୍ତଙ୍କ ମନରେ ନାହିଁ ନଥିବା ଉତ୍ସାହ । ହେଲେ ଭକ୍ତର ଭକ୍ତି ଓ ତାକୁ ଦେଖାଇବାର ଶୈଳୀ ମଧ୍ୟ ନିଆରା । ଠାକୁରଙ୍କୁ ସ୍ବାଗତ କରିବା ପାଇଁ କିଏ ହନୁମାନ, ଶ୍ରୀକୃଷ୍ଣ ତ କିଏ ଦେବ ଦେବ ମହାଦେବ ବେଶରେ ଶରଧା ବାଲିରେ ବୁଲୁଥିବା ଦେଖିବାକୁ ମିଳିଥାଏ । ଭଗବାନଙ୍କ ମନ ମୋହିବା ପାଇଁ ଭାବରେ ଜଡସଡ ଭକ୍ତଙ୍କ ପ୍ରୟାସ ।