ଓଡିଶା

odisha

ETV Bharat / state

ବିଜେଡି ପକ୍ଷରୁ ବ୍ରହ୍ମଗିରିରେ ରକ୍ତଦାନ ଶିବିର

ରକ୍ତ ଅଭାବରୁ କାହାର ଯେମିତି ଜୀବନ ନ ଯାଉ, ମହାମାରୀ ସମୟରେ ଏହି ମହାନ ଉଦ୍ଦେଶ୍ୟରେ ବିଜେଡି ପକ୍ଷରୁ ବ୍ରହ୍ମଗିରିଠାରେ 3ଦିନ ଧରି ରକ୍ତଦାନ ଶିବିର ଆୟୋଜନ କରାଯାଇଛି। ଅଧିକ ପଢନ୍ତୁ...

By

Published : Jun 3, 2021, 11:53 AM IST

ବିଜେଡି ପକ୍ଷରୁ ବ୍ରହ୍ମଗିରିରେ ରକ୍ତଦାନ ଶିବିର ଅନୁଷ୍ଠିତ
ବିଜେଡି ପକ୍ଷରୁ ବ୍ରହ୍ମଗିରିରେ ରକ୍ତଦାନ ଶିବିର ଅନୁଷ୍ଠିତ

ବ୍ରହ୍ମଗିରି: ରକ୍ତଦାନ ଏକ ମହତ ଦାନ । ରକ୍ତ ଅଭାବରୁ କାହାର ଯେମିତି ଜୀବନ ନ ଯାଉ, ମହାମାରୀ ସମୟରେ ଏହି ମହାନ ଉଦ୍ଦେଶ୍ୟରେ ବିଜେଡି ପକ୍ଷରୁ ବ୍ରହ୍ମଗିରି ଠାରେ 30, 29 ଏବଂ 28 ନମ୍ବର ଜୋନରେ 3ଦିନ ଧରି ରକ୍ତଦାନ ଶିବିର ଆୟୋଜନ କରାଯାଇଛି।

ବିଜେଡି ପକ୍ଷରୁ ବ୍ରହ୍ମଗିରିରେ ରକ୍ତଦାନ ଶିବିର ଅନୁଷ୍ଠିତ

ଏହାକୁ ଯୋଜନା ବୋର୍ଡ ଉପାଧକ୍ଷ ସଞ୍ଜୟ ଦାସବର୍ମା ଯୋଗ ଦେଇ କଯ୍ୟକର୍ମକୁ ଉଦ୍‌ଘାଟନ କରିଥିଲେ। ତେବେ ଦ୍ବିତୀୟ ଦିନରେ 41 ୟୁନିଟ ରକ୍ତ ସଂଗ୍ରହ କରାଯାଇଥିବା ସୂଚନା ମିଳିଛି।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

ABOUT THE AUTHOR

...view details