ଓଡିଶା

odisha

ETV Bharat / state

ବାଲୁକାକଳାରେ ନାରୀଙ୍କୁ ସମ୍ମାନ - ବାଲୁକାକଳାରେ ନାରୀଙ୍କୁ ସମ୍ମାନ

ମାର୍ଚ୍ଚ 8 ତାରିଖକୁ ବିଶ୍ବ ମହିଳା ଦିବସ ରୂପେ ପାଳନ କରାଯାଏ । ଏହି ପରିପ୍ରେକ୍ଷୀରେ ପ୍ରତିଥର ଭଳି ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ମାନସ ସାହୁ ମଧ୍ୟ ବାଲୁକା କଳାରେ ବିଶ୍ବ ମହିଳା ଦିବସର ଶୁଭେଚ୍ଛା ଜଣାଇଛନ୍ତି । ଅଧିକ ପଢନ୍ତୁ...

ବାଲୁକାକଳାରେ ନାରୀଙ୍କୁ ସମ୍ମାନ
ବାଲୁକାକଳାରେ ନାରୀଙ୍କୁ ସମ୍ମାନ

By

Published : Mar 8, 2020, 3:42 AM IST

ପୁରୀ: ମାର୍ଚ୍ଚ 8 ତାରିଖକୁ ବିଶ୍ବ ମହିଳା ଦିବସ ରୂପେ ପାଳନ କରାଯାଏ । ଏଥିପାଇଁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରାଯାଇଥାଏ । ଏହି ପରିପ୍ରେକ୍ଷୀରେ ପ୍ରତିଥର ଭଳି ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ମାନସ ସାହୁ ମଧ୍ୟ ବାଲୁକା କଳାରେ ବିଶ୍ବ ମହିଳା ଦିବସର ଶୁଭେଚ୍ଛା ଜଣାଇଛନ୍ତି ।

ବାଲୁକାକଳାରେ ନାରୀଙ୍କୁ ସମ୍ମାନ

ସାରା ବିଶ୍ବରେ ମହିଳା ମାନେ ପ୍ରତିଟି କ୍ଷେତ୍ରରେ ଆଗୁଆ ରହିଛନ୍ତି । ତାହା ସେନା ବହିନୀ ହେଉ କି କ୍ରୀଡା , କି ଶିକ୍ଷା କ୍ଷେତ୍ର । ଅନେକ ସଫଳତା ହାସଲ କରିବା ସହ ବିଶ୍ବ ଦରବାରରେ ସମ୍ମାନିତ ହୋଇଛନ୍ତି ନାରୀ ।

ଏଣୁ ମହିଳାଙ୍କୁ ସବୁ କ୍ଷେତ୍ରରେ ଅଗ୍ରାଧିକାର ଦେବାକୁ ବାଲୁକା କଳାରେ ବାର୍ତ୍ତା ଦେଇଛନ୍ତି ବାଲୁକାଶିଳ୍ପୀ ମାନସ ସାହୁ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details